Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

ଦିଦିଙ୍କ ଟିମ ଦେଲେ ଝଟକା | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 2, 2025

#ଦିଦିଙ୍କ_ଟିମ_ଦେଲେ_ଝଟକା ଜାତୀୟ ସୁରକ୍ଷାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ତୃଣମୂଳ କଂଗ୍ରେସ । ବିଜେପିର କେନ୍ଦ୍ରୀୟ ନେତା ଅମିତ ଶାହ ମମତା ବାନାର୍ଜୀଙ୍କ ଉପରେ ବଡ଼ ଦୋଷ ଲଦିଛନ୍ତି । ମମତା ବାଂଲାଦେଶକୁ ଅନୁପ୍ରବେଶ ପାଇଁ ସୁଯୋଗ ଦେଉଛନ୍ତି ଆଉ ଭାରତୀୟ ଜାତୀୟ ସୁରକ୍ଷାକୁ ବିପନ୍ନ କରୁଛନ୍ତି । ଏଭଳି ମାରାତ୍ମକ ଅଭିଯୋଗ ମମତାଙ୍କ ବିରୁଦ୍ଧରେ ଆସିବା ପରେ ତୃଣମୂଳ କଂଗ୍ରେସ ପକ୍ଷରୁ ଶାହଙ୍କୁ କଡ଼ା ଜବାବ ଦିଆଯାଇଛି । #thequiver #thequivernews #latestnews #updatenews #todaynews #pmo #india #indiagovernment #pmnarendramodi #pmmodi #amitshah #westbengal #westbengalcm #mamatabanerjee #TrinamoolCongress #pahalgamterrorattack #pahalgamattack #terroristsattack #terrorism #HowdidterroristsinfiltratePahalgam? #mockdrills #poonch #jammukashmir

Read more

Similar videos

Star