Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

ଚର୍ଚ୍ଚାରେ ୟୁରୋପ କୁଟନୈତିକ ଦଳ | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 2, 2025

#ଚର୍ଚ୍ଚାରେ_ୟୁରୋପ_କୁଟନୈତିକ_ଦଳ ଅପରେସନ ସିନ୍ଦୁରକୁ ନେଇ ବାଦ ବିବାଦ ଥମୁନି । ରାଫେଲ, ଆତଙ୍କବାଦ ପରେ ଭାରତର କୂଟନୈତିକ ଦଳକୁ ନେଇ ରାଜନୀତିକ ଟଣା ଓଟରା ଚାଲିଛି । ଏହାରି ଭିତରେ କୂଟନୈତିକ ସଫଳତା ଓ ବିଫଳତାର ଚର୍ଚ୍ଚା ବି ଜୋର ହେଉଛି । ତର୍କ ଓ ବିତର୍କ ବି ଚାଲିଛି । କିନ୍ତୁ ବିଜେପି ସାଂସଦ ୟୁରୋପରେ ଭାରତ ମାତାକି ଜୟ ଏବଂ ହିନ୍ଦୁସ୍ତାନ ଜିନ୍ଦାବାଦର ନାରା ବର୍ତ୍ତମାନ ସବୁଠୁ ବେଶ ଚର୍ଚ୍ଚାରେ ରହିଛି । ଭାରତୀୟ ମାନଙ୍କ ସହିତ ଆଲୋଚନା ବେଳେ ବିଜେପି ଏମପି ଗୁଲାମ ଅଲି ଖଟାନା କହିଥିଲେ ଭାରତ ମାତାକି ଜୟ । #thequiver #thequivernews #latestnews #updatenews #todaynews #pmo #india #indiagovernment #pmnarendramodi #pmmodi #operationsindoor #OperationSindoorOutreach #globalstage #europe #bjpmp #GulamAliKhatana #HindustanZindabad #bharatmatakijai #viralvideo #rafeal #terrorism #terroristsattack

Read more

Similar videos

Star