ଆମେରିକାର ପାକିସ୍ତାନ ପ୍ରେମ | The Quiver
Show more
The Quiver News
28 subscribers
Uploaded to LYKSTAGE
Jun 6, 2025
#ଆମେରିକାର_ପାକିସ୍ତାନ_ପ୍ରେମ ଆମେରିକା ଭାରତ ପାଇଁ କେବେ ବି ବନ୍ଧୁ ନୁହେଁ । ସେ କ୍ଲିଣ୍ଟନ ହୁଅନ୍ତୁ କି ଜୋ ବାଇଡେନ ବା ଡୋନାଲ୍ଡ ଟ୍ରମ୍ପ । ସମସ୍ତେ ଭାରତ ସହ ବିଶ୍ୱାସଘାତ କରିଛନ୍ତି । ବାରାକ ଓବାମା ଯଦିଓ ଭାରତର ବିରୋଧୀ ନଥିଲେ, ସପକ୍ଷବାଦୀ ବି ନଥିଲେ । ତେଣୁ ଆମେରିକା ଠାରୁ ବନ୍ଧୁତ୍ୱ ଆଶା କରିବା ସବୁଠାରୁ ବଡ଼ ବୋକାମୀ ବୋଲି ବିଶେଷଜ୍ଞମାନେ କହୁଛନ୍ତି । କାରଣ ଭାରତ ଯେତେ ଯାହା କଲେ ବି ଆମେରିକା ଭାରତକୁ ବନ୍ଧୁ ଭାବେ ଗ୍ରହଣ କରିପାରିବ ନାହିଁ । ଏକଥା ଟ୍ରମ୍ପଙ୍କ ସମୟରେ ବାରମ୍ବାର ପ୍ରମାଣିତ ହେଲାଣି । ଆତଙ୍କବାଦୀ ଦେଶ ପାକିସ୍ତାନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ହେଉ ବା ବିଶ୍ୱ ବ୍ୟାଙ୍କର ସହାୟତା ହେଉ ଅଥବା ଏବେ ଆତଙ୍କବାଦୀଙ୍କ ଭୟରେ ବିଶ୍ୱର ଅନେକ ଦେଶକୁ ବ୍ୟାନ କରିଥିବା ଆମେରିକା ପାକିସ୍ତାନକୁ ବ୍ୟାନ ନକରିବା ହିଁ ସୂଚାଉଛି ଆମେରିକାର ଅସଲ ରୂପ । #thequiver #thequivernews #latestnews #updatenews #todayenws #pmo #india #indiagovernment #indianarmy #pakistan #pakistanpm #shehbazsharif #america #americapresident #donaldtrump #jobaiden #billclinton #barackobama #pahalgamattack #pahalgamterrorattack #terrorism #terroristsattack #usa #travelban #worldnews #trumptravelban #12countriesblocked
Read more
Similar videos