Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

ଆରମ୍ଭ ହେବ ଭିନ୍ନ ସମୀକରଣ | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 6, 2025

#ଆରମ୍ଭ_ହେବ_ଭିନ୍ନ_ସମୀକରଣ ରାଜ୍ୟ ରାଜନୀତିରେ ସନ୍ତୁଳନ ବିଗିଡ଼ି ଯାଉଛି । ବିଜେପି ସହ ବିଜେଡି ସନ୍ଧି କରିଦେଇଛି । କଂଗ୍ରେସ ରାଜ୍ୟରେ ଗ୍ରହଣୀୟତା ବଢ଼ାଇ ପାରୁନାହିଁ । ତେଣୁ ବାସ୍ତବରେ ରାଜନୈତିକ ସମୀକରଣ ଦୋହଲି ଗଲାଣି । ଲୋକଙ୍କ ପାଇଁ ସ୍ୱର ଉଠାଇବାକୁ କେହି ନାହାନ୍ତି । ଏଭଳି ସ୍ଥିତିରେ ଏକ ନୂଆ ରାଜନୈତିକ ଦଳର ଆବଶ୍ୟକତା ଓଡ଼ିଶା ଥିବା ବିଶେଷଜ୍ଞମାନେ କହିଲେଣି । ରାଜ୍ୟରେ ରାଜନୈତିକ ଦଳର ସଂକଟ ଥିବା ବେଳେ ଏବେ ରାଷ୍ଟ୍ରିୟ ଲୋକଦଳର ପ୍ରବେଶ ନେଇ ସମ୍ଭାବନା ବଢ଼ିଛି । ଉତ୍ତରପ୍ରଦେଶରେ ତାର ଭଲ ଉପସ୍ଥିତି ପରେ ପରେ ତେଲେଙ୍ଗାନାରେ ଏହି ଦଳ ତାର ପାଦ ଥାପିବା ପରେ ଏବେ ଓଡ଼ିଶା, ତାମିଲନାଡ଼ୁ ଓ ଝାଡ଼ଖଣ୍ଡକୁ ପ୍ରବେଶ କରିବ ବୋଲି ସୂଚନା ମିଳୁଛି । #thequiver #thequivernews #latestnews #updatenews #todaynews #cmo #odishapolitics #odisha #tamilnadu #telengana #jharkhand #bjp #bjd #congress #newpartytostartinodisha #statepolitics #politicalparty #rashtriyalokdal #development #standstill #rahulgandhi #RLDnationalpresident #jayantchaudhary #telanganastate #jitendrakumar #Odishaissues

Read more

Similar videos

Star