Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

୨୪ ଘଣ୍ଟାରେ ୪ ଜଣଙ୍କ ଜୀବନ ନେଲା | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 7, 2025

#୨୪_ଘଣ୍ଟାରେ_୪_ଜଣଙ୍କ_ଜୀବନ_ନେଲା ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ । ଭାରତରେ ଏବେ ସଂକ୍ରମଣ ସଂଖ୍ୟ ବଢ଼ି ୫,୩୬୪ରେ ପହଞ୍ଚିଲାଣି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୮ କୋଭିଡ ଚିହ୍ନଟ ହୋଇଛନ୍ତି ଏବଂ କେରଳ,ପଞ୍ଜାବ ଓ କର୍ଣ୍ଣାଟକରେ ୪ ଜଣଙ୍କ ଜୀବନ ଗଲାଣି । କୋଭିଡ ତାର କାୟା ବଢାଇବାରେ ଲାଗିଲାଣି । କେରଳ, ମହାରାଷ୍ଟ୍ର, ଗୁଜୁରାଟ, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଦିଲ୍ଲୀରେ ସଂକ୍ରାମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଓଡ଼ିଶାରେ ବି କୋଭିଡ ତାର କାୟା ମେଲାଇବାରେ ଲାଗିଛି । ଓଡ଼ିଶାରେ ଜୁନ ୬ ତାରିଖ ସୁଦ୍ଧା ୩୮ ଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି । #thequiver #thequivernews #latestnews #updatenews #todaynews #pmo #cmo #pmnarendramodi #pmmodi #covid19 #covid #coronavirus #corana #odisha #kerala #covid19india #covid19update #coronainindia #indiafightscorona #covidindia #covidvaccine #india #health #pandamic #covidspreading #healthminister #delhi #karnataka #delhicovid #covidthirdwave #covidupdates #indiacovid #uttarpradesh #covidcasesinindia #coronaalert #coronacases #asia #keralacovid19updates #healthdepartment #omicronvariant

Read more

Similar videos

Star