Warning
This content is intended for viewers aged 18 and above. By continuing, you confirm that you are of legal age to view this content. Viewer discretion is advised.
ବୁଝାମଣା ପାଇଁ ଶକ୍ତି ପ୍ରଦର୍ଶନ | The Quiver
Show more
The Quiver News
28 subscribers
Uploaded to LYKSTAGE
Jun 9, 2025
#ବୁଝାମଣା_ପାଇଁ_ଶକ୍ତି_ପ୍ରଦର୍ଶନ ଅତ୍ୟଧିକ ଔଦ୍ଧତ୍ୟ ନା ଅହଙ୍କାର, ନା ଗଣମାଧ୍ୟମ ପ୍ରତିନିଧିଙ୍କ ବଳ କଷିଦେଇଛନ୍ତି । କଣ ହେଉଛି କାରଣ ? କାହିଁକି ଏତେ ଉଗ୍ରତାର ସହିତ କହିଲେ ପ୍ରଶାନ୍ତ କିଶୋର । ତାଙ୍କ କଥାକୁ ଶୁଣିଲେ ଯେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କ ଦେହରେ ନିଆଁ ତ ଲାଗିଯିବ । ଯେ କେହି ବି ପ୍ରଶାନ୍ତ କିଶୋରଙ୍କୁ ତାଙ୍କ ସ୍ଥିତି ଦେଖେଇ ଦେବେ । ଜନତାଙ୍କ ପାଖରେ ଥିବା ବା ସମାଜ ପାଇଁ କାମ କରିବାକୁ ଆସିଥିବା ପ୍ରଶାନ୍ତ କିଶୋରଙ୍କ ଏହି କଥା ବାସ୍ତବରେ ଗ୍ରହଣୀୟ ନୁହେଁ । #thequiver #thequivernews #latestnews #updatenews #todaynews #pmo #bjp #bjpgovernment #prashantkishor #sanjaysingh #deputychiefminister #nitishkumar #media #mediarepresentative #journalists #politician #biharelections #tejaswiyadav #political #politicalnews #biharpolitics #biharnews #jdu #sanjayjha #dycm #prashantkishore #biharelection2025 #politicalclash #electionbuzz #PKvsJDU #indianpolitics #jduleader
Read more
Similar videos