Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

ଚେତିବା ନା ମରିବା ? | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 9, 2025

#ଚେତିବା_ନା_ମରିବା_? କିଛି ଚାଷୀ ଚାଷ ଜମିକୁ ବିଷାକ୍ତ କରିଦେଉଛନ୍ତି । ଯେଉଁଥିପାଇଁ ପୂରା କୃଷି ପ୍ରକ୍ରିୟା ବିଷାକ୍ତ ହେଇଗଲାଣି । ଏକଥାକୁ ଅଫିସର ଓ ବେପାରୀମାନେ ଜାଣିଛନ୍ତି । ମାତ୍ର ଟଙ୍କା ପାଇଁ ନୀରବ ରହୁଛନ୍ତି । ଫଳରେ ଚାଷ କେବଳ ପ୍ରଭାବିତ ହେଉନାହିଁ, ମାଟି ବିଷାକ୍ତ ହୋଇଯାଉଛି । ମାଟି ମରି ମରି ଯାଉଥିଲେ ମଧ୍ୟ କମିଶନୀଖିଆ ଅଫିସର ଓ ନେତାଙ୍କ ମଗଜକୁ ପଶୁନାହିଁ । ତେଣୁ ସ୍ଥିତି ଗମ୍ଭୀର ହେଲାଣି । ଦେଶର ଚାଷରେ ବିଷ ବ୍ୟବହାର ହେଉଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ । ସେ କହିଛନ୍ତି, ଏବେ ଠୁ ନଚେତିଲେ, ମରଣ ନିଶ୍ଚିତ । #thequiver #thequivernews #latestnews #updatenews #todaynews #pmo #cmo #indiagovernment #odishagovt #pmnarendramodi #cmmohanmajhi #farming #farmer #missonvasudha #thedrops #biswaranjanpradhan #puspitadwibedi #kirorilalmeena #farmland #commissionofficials #agriculutre #fertilizer #socialorganization #chemicalfertilizers #IITscientist #carboncontent

Read more

Similar videos

Star