Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

ଏୟାର ଇଣ୍ଡିଆ ବିମାନ ଜଳିଗଲା | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 12, 2025

#ଏୟାର_ଇଣ୍ଡିଆ_ବିମାନ_ଜଳିଗଲା ଭୟଙ୍କର ବିମାନ ଦୁର୍ଘଟଣା । ଅହମ୍ମଦାବାଦରୁ ଲଣ୍ଡନ ଯାଉଥୁବା ବୋଇଂ ୭୮୭ ବିମାନ ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇଛି । ୨୪୨ ଜଣ ଯାତ୍ରୀଙ୍କ ଜୀବନ ନେଇ ଅନିଶ୍ଚିତତା ଲାଗି ରହିଛି । ସେଥିରେ ୧୬୯ ଜଣ ଭାରତୀୟ, ୫୭ ଜଣ ବ୍ରିଟିଶ ନାଗରିକ ଓ ୭ ଜଣ କାନାଡା ନାଗରିକ ରହିଥିଲେ । ଏହା ବ୍ୟତୀତ ୧୪ ଜଣ ବିମାନ କର୍ମଚାରୀ ଥିଲେ । ଆଜି ଅପରାହ୍ନରେ ଅହମ୍ମଦାବାଦରୁ ଲଣ୍ଡନକୁ ବାହାରିଥିଲା ଏୟାର ଇଣ୍ଡିଆ ବୋଇଂ ୭୮୭ । ୨୪୨ ଜଣଙ୍କୁ ଧରି ଏୟାର ପୋର୍ଟରୁ ବାହାରିଥିଲା । ଉଡାଣ ଭରିବାର କିଛି ସମୟ ପରେ ସେକେଣ୍ଡ ପାଇଲଟ ଏଟିସି ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଜରୁରୀ କାଳୀନ ସୂଚନା ଦେଇଥିଲା । ତାପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର କୌଣସି ଲିଙ୍କ ବିମାନ ,ସହ ହୋଇ ପାରିନଥିଲା । #thequiver #thequivernews #latestnews #updatenews #todaynews #pmo #indiagovernment #india #ahmedabad #planecrash #ahmedabadairport #BJMedicalCollegeAhmedabad #BJMedicalCollege #airindiaflight #AirIndiaAhmedabad #AhmedabadAirplaneCrash #AirIndiaAhmedabadCrash #AirIndiaPlaneNews #plaincrash #pakistan #terrorist #pahalgamterrorattack

Read more

Similar videos

Star