Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

ଦୁର୍ଘଟଣା ମନୁଷ୍ୟ କୃତ | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 14, 2025

#ଦୁର୍ଘଟଣା_ମନୁଷ୍ୟ_କୃତ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏବେ ତାର କାରଣ ନେଇ ଖୋଳତାଡ଼ ଚାଲିଛି । କେବଳ ଭାରତୀୟ ତଦନ୍ତ କାରୀ ସଂସ୍ଥା ନୁହେଁ, ଭାରତର ପ୍ରତିରକ୍ଷା ସଂସ୍ଥା ଏବଂ ଅନ୍ତର୍ଜାତୀୟ ସଂସ୍ଥା ମାନେ ବି ତଦନ୍ତ ଆରମ୍ଭ କରିଛନ୍ତି । ଇତି ମଧ୍ୟରେ ବିମାନର ବ୍ଲାକବକ୍ସକୁ ବି ଠାବ କରାଯାଇଛି । ଯାହାକୁ ନେଇ ତଦନ୍ତ ଅଗ୍ରଗତି କରୁଛି । ହେଲେ ଏହି ଦୁର୍ଘଟଣାର କାରଣକୁ ନେଇ ଅନେକ ସନ୍ତୁଷ୍ଟ ହୋଇପାରୁନାହାନ୍ତି । #thequiver #thequivernews #latestnews #updatenews #todaynews #pmo #pmnarendramodi #pmmodi #planecrash #airindiaplanecrash #ahmedabadplanecrash #ahmedabadtolondon #indianinvestigationagency #indiandefenseagency #internationalorganizations #bhagavadgita #pilot #NationalAerospaceLaboratories #birdstrike #aircraft #aircraftcrash #fuelcontamination #climbrate #crashed #airindia

Read more

Similar videos

Star