Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

ନେତା, ମନ୍ତ୍ରୀ ଓ ସ୍ୱେଚ୍ଛାସେବୀଙ୍କ ନାଟକ | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 14, 2025

#ନେତା_ମନ୍ତ୍ରୀ_ଓ_ସ୍ୱେଚ୍ଛାସେବୀଙ୍କ_ନାଟକ ପ୍ରତିମୁହୂର୍ତ୍ତରେ ବିଷ ଦେଉଛନ୍ତି । ବିଷ ଜ୍ୱାଳାରେ ଛଟପଟ ହେଉଛି ମାଟି ମା । ବିଷ ଦେଇ ମା' କୁ କ୍ଷତାକ୍ତ କରିବା ପରେ ଏବେ ପୂଜା କରାଯାଉଛି । ରଜପର୍ବ ନାମରେ ଏପରି ପ୍ରହସନ ଚାଲିଛି । ଏହିପର୍ବରେ ତିନିଦିନ ଧରି ମାଟି ମା’ ର ପୂଜା କରି ନାଟକ ରଚୁଛନ୍ତି ନେତା, ମନ୍ତ୍ରୀ ଓ ସ୍ୱେଚ୍ଛାସେବୀମାନେ । ମାଟି ମା’ର ଗୁରୁତ୍ୱ ଓ ଅବଦାନକୁ ନବୁଝି, ସେଲ୍ଫି ଯୁଗର ମଡନ ପିଲାଏ ମଉଜ କରିବାରେ ଲାଗିଛନ୍ତି । ମାଟି ପ୍ରତି ବାସ୍ତବ ଦାୟିତ୍ୱ ନତୁଲାଇ ସୁଆଙ୍ଗ ରଚା ଯାଉଥିବା ଦେଖାଯାଉଛି । ଏହା କେବଳ ସାଂସ୍କୃତିକ ବିପର୍ଯ୍ୟୟ ନୁହେଁ ଜୀବଜଗତର ବିପର୍ଯ୍ୟୟକୁ ଟାଣି ଆଣୁଛି । #thequiver #thequivernews #latestnews #updatenews #todaynews #cmo #odisha #odishagovt #cmmohanmajhi #bjpgovernment #raja #rajafestival #motherearth #culturaldisaster #nationalfestival #agriculturalland #naturalstate #earth #chemicalfertilizers #taxcommission #RajaUtsav #pahiliraja #rajaparba #FestiveOdisha #SwingFestival #PithaAndPana #MonsoonCelebration #WomanhoodFestival #OdishaFestiveFeast #VillageTownCelebration

Read more

Similar videos

Star