Devotees exploitation in Puri | ଅଫିସର ପ୍ରାୟୋଜିତ ଶୋଷଣ | The Quiver
Show more
The Quiver News
28 subscribers
Uploaded to LYKSTAGE
Jun 14, 2025
ଅଲାରନାଥରେ ସିଧା ସଳଖ ଚାଲିଛି ଲୁଟ । ଯୋଜନାବଦ୍ଧ ଭାବେ ଭକ୍ତଙ୍କ ପ୍ରବେଶ ଠାରୁ ପ୍ରସ୍ଥାନ ପର୍ୟ୍ୟନ୍ତ ସବୁଠି ଲୁଟ କରାଯାଉଛି । ପ୍ରଶାସନିକ ଅଫିସରଙ୍କ ଦ୍ୱାରା ପ୍ରାୟୋଜିତ ଭାବେ ଶୋଷଣ କରାଯାଉଛି । ଏକଥାକୁ ନେଇ ସାଧାରଣ ଯାତ୍ରୀଟିଏ ପ୍ରତିକ୍ରିୟା ତ ପ୍ରକାଶ କରୁଛି ହେଲେ ପ୍ରତିକାର ହେଉନାହିଁ । ଖୋଦ ଜିଲ୍ଲାପାଳ ବି ଏପରି ଯୋଜନାବଦ୍ଧ ଲୁଟ ଆଗରେ ହାତ ଟେକି ଦେଉଛନ୍ତି । ଯାହା ଲୁଟେରା ମାନଙ୍କୁ ଦେଉଛି ବଡ଼ ସୁଯୋଗ । ଖୋଲାଖୋଲି ଚାଲିଛି ଭକ୍ତ ଶୋଷଣ । #thequiver #thequivernews #latestnews #updatenews #todaynews #puri #odisha #lordjagannath #odia #purijagannathtemple #alarnath #bramhagiri #cmo #bjp #dmpuri #puritemple #jagannath #naveenpatnaik #bjd THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News! Get Touch With Us!
Read more
Similar videos