Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

TaTa's conspiracy behind Air India | ଭାରତର ନାକ କାଟିଦେଲାଣି The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 14, 2025

ଭାରତର ଗୌରବ ଥିଲା ଏୟାର ଇଣ୍ଡିଆ । ଦୁର୍ନୀତିଗ୍ରସ୍ତ ଅଫିସର ଓ ନେତାମାନେ ଏହାକୁ ଦୁର୍ବଳ କରିଦେଲେ । ଦୁର୍ବଳ ସ୍ଥିତିରେ ଥିବା ଏୟାର ଇଣ୍ଡିଆକୁ ସଶକ୍ତ କରିବା ଓ ଦେଶର ଏୟାରଲାଇନ୍ସକୁ ରୁଦ୍ଧିମନ୍ତ କରିବା ପାଇଁ ଦାୟିତ୍ୱ ନେଇଥିଲା ଟାଟା । ରତନ ଟାଟା ଥିବା ବେଳେ ଏୟାର ଇଣ୍ଡିଆକୁ ନେଇ ଟାଟା ଏକ ପ୍ରତିଷ୍ଠିତ ଏୟାରଲାଇନ୍ସ କରିବାକୁ ଯୋଜନା କରିଥିଲା । ହେଲେ ଏବେ ଏୟାରଇଣ୍ଡିଆର ମାନ ବଢ଼ିବ କ’ଣ ଚରମ ଅବଳା ଯୋଗୁ ଏହି ବ୍ରାଣ୍ଡ ବଦନାମ ହେଉଛି । ପୂରା ଭାରତର ନାମକୁ କଳଙ୍କିତ କରିଦେଲାଣି ଟାଟା । ଦେଶର ନାକ କାଟିଦେଲାଣି । #thequiver #thequivernews #latestnews #updatenews #pmnarendramodi #pmo #airindia #airindiacrash #planecrash #ahamadabad #modi #amitshah #odia #odisha #latestnews #latest #update THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News! Get Touch With Us!

Read more

Similar videos

Star