Dance of Govt female officials | The Quiver
Show more
The Quiver News
28 subscribers
Uploaded to LYKSTAGE
Jun 14, 2025
ଗୀତ ଚାଲିଥାଏ ଛି... ଛି... ଲୋ ନନୀ । ନାଚୁଥାନ୍ତି ସରକାରୀ ବାବୁଆଣୀମାନେ । ସାଙ୍ଗରେ କିଶୋରୀମାନେ । ଅଣ୍ଟା ହଲାଇ ବେଶ ମସଗୁଲ ଥିଲେ ନାଚରେ । ନା ଥିଲା ସଂସ୍କୃତି ନା ସଂସ୍କାର । ରଜର ପର୍ବରେ ମାଟି ମା କଥା ତ ନଥିଲା, ପାରମ୍ପରିକ କିଛି ବ୍ୟବସ୍ଥା ନଥିଲା । କେବଳ ରେକର୍ଡ ଡ୍ୟାନ୍ସ ତାହା ପୁଣି ପ୍ରେମ ଓ ବିରହର କଥା । କିଶୋରୀ ମାନଙ୍କୁ ଏପରି ମସଗୁଲ କରି ରଖିଲେ । #thequiver #thequivernews #latestnews #odishapolitics #updatenews #todaynews #odisha #odia #cmoodisha #mohancharanmajhi #bjp #bjd #naveenpatnaik #naveen #vkpandian #latestnews #latest #update #kendrapara #rajnagar #recorddate #govtofficers THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News! Get Touch With Us!
Read more
Similar videos