Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

Cholera deaths in developed Odisha | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 15, 2025

୨୦୨୫ରେ ଓଡ଼ିଶାବାସୀ ଭୋଗୁଛନ୍ତି ୨୦୦୦ ମସିହାର ଦଶା । ନା ଉପାନ୍ତ କଥା କହୁଛୁ ନା ପାହାଡ଼ ପର୍ବତ ଓ ଜଙ୍ଗଲ ଘେରା ଆଦିବାସୀ ମୁଲକ କଥା କହୁଛୁ । ଆମେ କହୁଛୁ ଓଡ଼ିଶାର ସବୁଠୁ ବିକଶିତ ଉପକୂଳ ଜିଲ୍ଲା କଥା । ଯାଜପୁର ହେଉ କି କେନ୍ଦୁଝର, ଭଦ୍ରକ ହେଉ କି ପୁରୀ ସବୁଠି ଏବେ ଝାଡ଼ାବାନ୍ତ ବା କଲେରାର ତାଣ୍ଡବ । ହଜାର ହଜାର ଲୋକ କଲେରାରେ ପଡ଼ିଛନ୍ତି । ୧୫ରୁ ଅଧିକ ଲୋକଙ୍କ ଜୀବନ ବି ଯାଇଛି । ପୂର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଝାଡ଼ାବାନ୍ତିରେ ୭ଜଣଙ୍କ ଜୀବନ ଯିବା ଘଟଣାରୁ ବି କିଛି ଶିଖିଲେନି ମୋହନ ସରକାର । ସେଭଳି ସ୍ଥିତି ଯେମିତି ଆଗକୁ ନହେବ, ସେଥିପ୍ରତି ପ୍ରତିକାର କରିବା ତ ଦୂରର କଥା ସ୍ଥିତିର ସମୀକ୍ଷା, ତର୍ଜମା ବା ଅନୁଶୀଳନ ବି କରିନଥିଲେ । ଫଳରେ ଆଜି ପୁଣି ଉପକୂଳ ଓଡ଼ିଶାରେ କଲେରା ସ୍ଥିତି ଦେଖାଦେଲା ଓ ଜୀବନ ଗଲା । #ବିକାଶମୁହାଁ_ଓଡ଼ିଶାରେ_କଲେରା_ମୃତ୍ୟୁ #thequiver #thequivernews #latestnews #updatenews #todaynews #odisha #bjp #bjpgovernment #cmo #pmo #bjd #sufferingfromcholera #diarrheaattack #duetopollutionofwater #appearedincoastalodisha

Read more

Similar videos

Star