Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

Money Scheme from Diarrhea | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 15, 2025

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାଇରିଆର ୍ରକୋ ଜୋର ଧରିଛି । ଲୋକଙ୍କ ଜୀବନ ଗଲାଣି । ଏକଥା ସରକାର ବି ମାନିଲେଣି । ଡାଇରିଆକୁ ନେଇ ସମୀକ୍ଷା, ତର୍ଜମା ବି ଆରମ୍ଭ ହୋଇଯାଇଛି । ଏହି ସମୀକ୍ଷାରେ ବାସ୍ତବବାଦୀ ପ୍ରତିକାର କରିବା ବା ସମସ୍ୟାକୁ ମୂଳରୁ ହଟାଇବା ପାଇଁ ନୁହେଁ, ବରଂ ସ୍ୱଳ୍ପ ମିଆଦି ପ୍ରତିକାର ବଦଳରେ କିପରି କମିସନ ବାହାରିବ ସେନେଇ ଚାଲିଛି ଯୋଜନା । ସମୀକ୍ଷା ନାମରେ ବିଭିନ୍ନ ଘରୋଇ କମ୍ପାନୀକୁ ଡାକି ସାମଗ୍ରୀ କିଣା ଯୋଜନା ଚାଲିଛି । ନଗର ଉନ୍ନୟନ ବିଭାଗ ହେଉ କି, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବା ସ୍ୱାସ୍ଥ୍ୟ ବିଭାଗ, ସମସ୍ତେ ଏବେ ତତ୍ପର କିପରି ଡାଇରିଆ ପ୍ରତିକାର ନାମରେ ଠିକା ସଂସ୍ଥାକୁ ଧରି କମିସନି ଉଠାଇବା । #ଡାଇରିଆରୁ_ଟଙ୍କାଖିଆ_ଯୋଜନା #thequiver #thequivernews #latestnews #updatenews #todaynews #odishapolitics #cmo #mohancharanmajhi #commissionsearned #commissionicompanies #diarrheaattack

Read more

Similar videos

Star