ମୋଦି ପକାଇବେ ଓଡ଼ିଶାର ନିଅଁ | The Quiver
Show more
The Quiver News
28 subscribers
Uploaded to LYKSTAGE
Jun 16, 2025
#ମୋଦି_ପକାଇବେ_ଓଡ଼ିଶାର_ନିଅଁ ଦୁର୍ବଳ ସ୍ଥିତି ଉପରେ ମୋଦି ରଖିବେ ବିକାଶର ନିଅଁ । ସାରା ରାଜ୍ୟ ଏବେ ବିଭିନ୍ନ ପ୍ରସଙ୍ଗରେ ଧନ୍ଦି ହେଉଛି । ଯୁବଗୋଷ୍ଠୀ ନିଯୁକ୍ତି ପାଇଁ, ମହିଳା ସୁରକ୍ଷା ପାଇଁ ଆଉ ଗାଁ ଗଣ୍ଡାର ଲୋକମାନେ ସୁରକ୍ଷିତ ସ୍ୱାସ୍ଥ୍ୟ ପାଇଁ ଡହଳ ବିକଳ ହେଉଛନ୍ତି । ଯାହାର ନଜିର ହେଉଛି, ରାଉରକେଲା ହୋମଗାର୍ଡ ଇଣ୍ଟରଭ୍ୟୁ ଏବଂ ଏବେ ଉପକୂଳ ଜିଲ୍ଲାରେ ଲାଗିଥିବା ଝାଡ଼ା ବାନ୍ତି । ସବୁଠି ରକ୍ଷାକର ରକ୍ଷାକର ସ୍ଥିତି । #thequiver #thequivernews #latestnews #updatenews #todaynews #pmo #cmo #bjpgovernment #pmnarendramodi #pmmodi #bjp #bharatiyajanataparty #cmmohanmajhi #odishapolitics #odisha #modi #roadshow #ModiInOdisha #VisionOdisha2036 #BJPAnniversary #DevelopmentBlueprint #SankalpSamavesh #janatamaidan #stategovernance #modiroadshow #womensefty #rourkelahomegurdinterview #coastaldistricts #industries #bjd #naveenpatnaik #naveenodisha #government
Read more
Similar videos