ବିଦେଶୀ ଛାଡ଼ି ନିଜକୁ ଦେଖ | The Quiver
Show more
The Quiver News
28 subscribers
Uploaded to LYKSTAGE
Jun 16, 2025
#ବିଦେଶୀ_ଛାଡ଼ି_ନିଜକୁ_ଦେଖ ମାଟି ଠୁ ଦୂରେଇଲେ ସର୍ବନାଶ ହେବ । ହେବ କ’ଣ ହେଲାଣି । ଆଜି ଖାଦ୍ୟରେ ବିଷ, ପାଣିରେ ବିଷ, ଆଉ ପବନରେ ବିଷ । ବିଷ ବଳୟରେ ଜୀବଜଗତ ପହଞ୍ଚି ଗଲାଣି । ମାଟିକୁ ଅଣଦେଖା କରାଯାଉଥିବାରୁ ଏଭଳି ଭୟଙ୍କର ସ୍ଥିତି ଆସି ଦୁଆର କବାଟ ବାଡ଼େଇଲାଣି । ପାରମ୍ପରିକ ବ୍ୟବସ୍ଥା ଏବଂ ଜୀବନେ ଶୈଳୀକୁ ସମାଧି ଦେଇ ସୌଖିନ ଜୀବନ, ବୁଟ ସୁଟ ସଭ୍ୟତାକୁ ଆପଣେଇବା ମହଙ୍ଗା ପଡ଼ିଲାଣି । ପ୍ରକୃତି ବା ପ୍ରାକୃତିକ ଉପାୟ ପ୍ରତି ଅବହେଳା କିଲବିଲ କଲାଣି । ତେଣୁ ମାଟିର ସୁରକ୍ଷା ପାଇଁ ଆଗକୁ ଆସ । ନହେଲେ ଜୀବସତ୍ତା ବି ରହିବ ନାହିଁ । ଏମିତି କିଛି ସଙ୍କେତ ଦେଇଛନ୍ତି ବିଶେଷଜ୍ଞମାନେ । #thequiver #thequivernews #latestnews #updatenews #todaynews #odishagovt #soil #agriculture #foodpoison #waterpoison #terriblesituation #traditionalsystems #PushpitaDwivedi #fertilizers #chemicalfertilizers #healthysoil #organizationsscientificteam #IITscientist #scientist #chemicalfertilizer #biswaranjanpradhan #StatePollutionControlBoard #fertilizerpreparation #farming #farmer #soilprotect
Read more
Similar videos