ପ୍ରତିକାର ନୁହେଁ, ଘୋଡ଼େଇବାକୁ ଉଦ୍ୟମ | The Quiver
Show more
The Quiver News
28 subscribers
Uploaded to LYKSTAGE
Jun 16, 2025
#ପ୍ରତିକାର_ନୁହେଁ_ଘୋଡ଼େଇବାକୁ_ଉଦ୍ୟମ ଭୟଙ୍କର ରୂପ ନେବାରେ ଲାଗିଛି ଝାଡ଼ାବାନ୍ତି । ମହାମାରୀ ମୁହାଁ ହେଲାଣି । ଗାଁ ଗଣ୍ଡା ତ ଦୂରର କଥା ରାଜଧାନୀରେ ବି ଝାଡ଼ାବାନ୍ତି ବ୍ୟାପିଲାଣି । କଳିଙ୍ଗନଗର ଅଞ୍ଚଳରେ ସବୁଠୁ ବଡ଼ କଲୋନୀରେ ଏବେ ଶହଶହ ଲୋକ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଯାଜପୁର, କେନ୍ଦୁଝର, ଭଦ୍ରକ, ପୁରୀରେ ଝାଡ଼ାବାନ୍ତି ଜୀବନ ନେଇଥିବା ବେଳେ ଏବେ କଟକ, ଭୁବନେଶ୍ୱର ଭଳି ସ୍ଥାନରେ ଝାଡ଼ାବାନ୍ତିର ପ୍ରଭାବ ଚିନ୍ତାର କାରଣ ହେଲାଣି । ଝାଡ଼ାବାନ୍ତିର କାରଣ ସରକାର ଜାଣିଛନ୍ତି । ଏହାର ସ୍ଥାୟୀ ପ୍ରତିକାର କରିବା ବଦଳରେ ସ୍ଥିତିକୁ ଚାପିବାରେ ଲାଗିଛନ୍ତି । #thequiver #thequivernews #latestnews #updatenews #todaynews #cmo #odishagovt #bjpgovernment #cmmohanmajhi #OdishaHealth #publichealth #DiseaseControlCentralTeam #CholeraCases #EndemicAlert #waterbornediseases #OdishaHealthCrisis #VibrioCholera #CholeraOutbreak #DiarrhoeaCases #HealthReview #FoodSafety #publicalert #healthemergency #StreetFoodBan #DiarrhoeaOutbreak #healthadvisory #BhojiBhata #jajpurkhabar #bhadrak #baleswar #bhubaneswarfood #cuttack
Read more
Similar videos