Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

ଯୁଦ୍ଧସ୍ଥଳରୁ ଫେରିବେ ଭାରତୀୟ | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 17, 2025

#ଯୁଦ୍ଧସ୍ଥଳରୁ_ଫେରିବେ_ଭାରତୀୟ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସ୍ଥିତି ଗମ୍ଭୀର ହେଉଛି । କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । ଉଭୟଙ୍କର ସାମରିକ ଶକ୍ତି ଉଣେଇସ ବିସ ହୋଇଥିବାରୁ ଯୁଦ୍ଧ ସ୍ଥିତି ଜଟିଳ ଆଡ଼କୁ ଯାଉଛି । ଏହାରି ଭିତରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ସରକାର ଚିନ୍ତାରେ ରହିଛନ୍ତି । ଯୁଦ୍ଧସ୍ଥଳୀରୁ ଭାରତୀୟଙ୍କୁ କିପରି ନିରାଦରେ ବାହାର କରିହେବ ସେନେଇ ଆଲୋଚନା କରାଯାଉଛି । ବିଶେଷ କରି ଇରାନରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ସରକାର ଚିନ୍ତିତ । ସେଠାକାର ସରକାରଙ୍କ ସହ ଆଲୋଚନା କରିଛନ୍ତି । ମିସାଇଲ ଆଟାକ ପରିପ୍ରେକ୍ଷୀରେ ଏୟାରଲିଫ୍ଟ ସମ୍ଭବ ନୁହେଁ । ତେଣୁ ସଡ଼କ ପଥ ଦେଇ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଯୋଜନା କରାଯାଇଛି । ଇରାନ ସହଯୋଗ କରିବ ବୋଲି କହିଛି । #thequiver #thequivernews #latestnews #updatenews #todaynews #india #indiagovernment #centralgovernment #pmnarendramodi #pmmodi #warsituation #missileattack #Israelimissiles #externalaffairs #Iraniangovernment #airlifting #modigovernment #ministryofforeignaffairs #sjayshankar #israeiranwar #IsraelAttacksIranNuclearSite #israelattacksiran #IsraelAttacksTehran #iran #tehran #telavivattack #telavivdroneattack #IranAttacksTelAviv #IranianDroneAttack #israeliran #israelvsiran #israelattack #benjaminnetanyahu #middleeasttensions #westasia #israel #iran

Read more

Similar videos

Star