ତେହେରାନ ଉପରେ ଆକ୍ରମଣର କମ୍ପନ | The Quiver
Show more
The Quiver News
28 subscribers
Uploaded to LYKSTAGE
Jun 17, 2025
#ତେହେରାନ_ଉପରେ_ଆକ୍ରମଣର_କମ୍ପନ ତେହେରାନ ଉପରେ ଇସ୍ରାଏଲର ଘମାଘୋଟ ଆକ୍ରମଣରେ ଆମେରିକା ଥରିଲାଣି । ଇସ୍ରାଏଲ ତେହେରାନ ଉପରେ ଆକ୍ରମଣ କରି ତେଲ ପାଇପଲାଇନ ଓ ମହଜୁଦ ସ୍ଥଳୀକୁ ନାରଖାର କରିଦେଲାଣି । ଏଥିରେ ଆମେରିକାର କାଳେ ବ୍ୟାପକ କ୍ଷତି ହେଉଛି । ଆମେରିକୀୟ ଓ ଅନ୍ୟ ଇରାନ ବାହାର ଲୋକମାନଙ୍କୁ ତୁରନ୍ତ ତେହେରାନ ଛାଡ଼ିବାକୁ କହିଛି ଇସ୍ରାଏଲ । ତେହେରାନ ଉପରେ ଇସ୍ରାଏଲର ଆକ୍ରମଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଛାନିଆ ହୋଇ ପଡ଼ିଲେଣି । ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ଟ୍ରମ୍ପ ଜି୭ ବୈଠକ ଛାଡ଼ି ଅଧାରୁ ପଳାଇଯାଇଛନ୍ତି । ସେପଟେ ଇରାନ ରାଷ୍ଟ୍ରମୁଖ୍ୟ ଏବେ ଅଧିକ ସୁରକ୍ଷିତ ସ୍ଥାନରେ ଲୁଚିଯାଇଛନ୍ତି । #thequiver #thequivernews #latestnews #updatenews #todaynews #pmo #india #america #donaldtrump #israel #missileattack #israelattacked #g7summit #iranianarmy #iranisraelwar #israelattack #iranisraelwar #pakistan #israel #iran #israelattackiran #iranvsisrael #Israelimissiles #externalaffairs #Iraniangovernment #airlifting #modigovernment #ministryofforeignaffairs #sjayshankar #israeiranwar #IsraelAttacksIranNuclearSite #israelattacksiran #IsraelAttacksTehran #iran #tehran #telavivattack #telavivdroneattack #IranAttacksTelAviv #IranianDroneAttack #israeliran #israelvsiran #israelattack #benjaminnetanyahu #middleeasttensions #westasia
Read more
Similar videos