Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

ଅରାଜକତା ମୁହାଁ ଓଡ଼ିଶା | The Quiver

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 17, 2025

#ଅରାଜକତା_ମୁହାଁ_ଓଡ଼ିଶା ବେଳାଭୂମିରେ ଗଣଦୁଷ୍କର୍ମ । ଅଭିଯୁକ୍ତ ଭଣ୍ଡଙ୍କ ପୂଜାର୍ଚ୍ଚନା ଓ ରଥଯାତ୍ରା । କଥା କଥାକେ ହତ୍ୟା । ଏହା ଅରାଜକତାର ସଙ୍କେତ ନୁହେଁ କି ? ନା ଖୋଲା ରାସ୍ତାରେ ଗଣଦୁଷ୍କର୍ମ ଓ ହତ୍ୟାକୁ ଅପେକ୍ଷା କରିଛନ୍ତି ମୋହନ ସରକାର । ଏତେ ଖାମଖିଆଲି କାହିଁକି ମୋହନ ସରକାରଙ୍କର । କାହିଁକି ନିଶା କାରବାର ବନ୍ଦ କରି ହେଉନାହିଁ ? କାହିଁକି ନିଶା ପାଇଁ ବଳି ପଡ଼ୁଛନ୍ତି ଯୁବତୀ, ମହିଳା ଓ ଛୋଟ ପିଲାମାନେ ? ମୋହନ ସରକାର ବର୍ଷପୂର୍ତ୍ତି ପାଳନ କରୁଛନ୍ତି । ପ୍ରାୟୋଜିତ ପ୍ରଚାର ବି କରୁଛନ୍ତି । ଗଣମାଧ୍ୟମରେ ଯାଇ ଦେଖେଇ ହେଉଛନ୍ତି । ହେଲେ ସ୍ଥିତି ଦେଖି ପାରୁ ନାହାନ୍ତି କାହିଁକି ? #thequiver #thequivernews #latestnews #updatenews #todaynews #cmo #odisha #odishagovt #cmmohanmajhi #mohancharanmajhi #puri #brahmapur #seabeach #gangrape #Murder #mohangovernment #berhampurseabeach #policestation #police #policeaction #beachunsafe #administrationsupport #crimenews #gopalpurseabeach #ganjam #GopalpurPolice #RapeCase #womensafety #sexualassaultcase #sarathi #orissahighcourt #sarathibaba #kendrapara #sarathibabanews #sarathibhakt #ashram #prabachana

Read more

Similar videos

Star