କମିଶନ ଖାଇ ବାବୁ ଚୁପ | The Quiver
Show more
The Quiver News
28 subscribers
Uploaded to LYKSTAGE
Jun 17, 2025
#କମିଶନ_ଖାଇ_ବାବୁ_ଚୁପ ଠିକାଦାର ଖାଇଗଲେ ଟଙ୍କା ଆଉ ବାବୁ ଖାଇଲେ କମିଶନ । ବିଚରା ଗାଁର ଆଦିବାସୀ ଲୋକ ଏବେ ବେଠି ଖଟୁଛନ୍ତି । ଗୋଡ଼ି, ପଥର ପକାଇ କରୁଛନ୍ତି ଗାଁ ରାସ୍ତା । ନିଜ ଉଦ୍ୟମରେ ନିଜେ ରାସ୍ତା କରୁଛନ୍ତି । କାରଣ ଅସରାଏ ବର୍ଷା ହେଲେ ତାଙ୍କରି ଗାଁର ଆଦିବାସୀ ଲୋକେ ଗୃହବନ୍ଦୀ ହୋଇଯାଉଛନ୍ତି । ନା ସଉଦା ପାଇଁ ଯାଇ ପାରୁଛନ୍ତି ନା ରୋଗୀଙ୍କୁ ଡାକ୍ତରଖାନା ନେଇ ପାରୁଛନ୍ତି । ପିଲାଙ୍କ ପାଠ ପଢ଼ା ତ ଦୂରର କଥା । ସବୁ କିଛି ଯେମିତି ଠପ ହୋଇଯାଉଛି । ଏପରି ଦୟନୀୟ ସ୍ଥିତି ହେଉଛି ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟର କୁହାଳିଆ ବିଜେଡି ନେତା ଡ. ଅରୁଣ ସାହୁଙ୍କ ଜିଲ୍ଲା ନୟାଗଡ଼ର । #thequiver #thequivernews #latestnews #updatenews #todaynews #cmo #odishagovt #odishapolitics #odisha #cmmohanmajhi #mohancharanmajhi #bjd #bjdodisha #naveenpatnaik #naveenodisha #roadconstruction #villageroad #nayagarh #contractors #tribalpeople #heavyrain #tribalchief #bjdleader #arunsahoo #daspallablock #panchayatoffice #workers #governmentbill #Mohangovernment
Read more
Similar videos