Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

DASAMA | | SAILENDRA | NILAKHI | RAJA D | Deepak Jena

Show more

Odia Media Films   verified-tag

2 subscribers

Uploaded to LYKSTAGE


Sep 24, 2025

ଦଶମ - ସ୍କୁଲ ଡାଏରୀ ର ସେଇ ଶେଷ ପୃଷ୍ଠା ଯୋଉ ପୃଷ୍ଠା ରେ ବହୁତ୍ କାହାଣୀ ଲେଖା ହୁଏ ଆଉ ଲିଭା ହୁଏ । କିଛି କାହାଣୀ ଲେଖା ହେଇ ବି ସତ ହୁଏନି ଆଉ କିଛି କାହାଣୀ ଏମିତି ଘଟେ ଯାହା କେବେ ଲେଖା ହେଇ ପାରେନି ।ସବୁ କାହାଣୀ ସରେ ସେ ପର୍ଦ୍ଧ ବି ଓଲଟା ହୁଏ ହେଲେ ସେ ଥିରେ ଥିବା ପ୍ରତିଟି କାହାଣୀ ଆଉ ସେ କାହାଣୀ ରେ ଥିବା ପ୍ରତିଟି ଚରିତ୍ର ଜୀବନ ର ଶେଷ ମୁହୂର୍ତ୍ତ ଯାଏ ଅଭୁଲା ରହେ॥ ଆସନ୍ତୁ ଆମ ସାଙ୍ଗରେ ପୁଣି ସେଇ ହଜିଯାଇ ଥିବା ଡାଏରୀ ରୁ ଧୂଳି ଝାଡି ସେଇ ପୃଷ୍ଠା କୁ ଆଉ ଥରେ ଲେଉଟାଇବା ।

Read more

Similar videos

Star