Dilip Ray in High Court | ସାରଦାଙ୍କ ବିଧାୟକ ପଦ ରଦ୍ଦ ପାଇଁ ମାମଲା | The Quiver News
Show more
TN
The Quiver News
28 subscribers
Uploaded to LYKSTAGE
Jun 21, 2024
447 Views
ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିଧାୟକ ପଦ ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ। ସାରଦା ତାଙ୍କ ସତ୍ୟପାଠରେ ଅସମ୍ପୂର୍ଣ୍ଣ ଓ ଭୂଲ ତଥ୍ୟ ଦେଇଥିବା ଦର୍ଶାଇ ତାଙ୍କ ବିଧାୟକ ପଦ ରଦ୍ଦ କରିବାକୁ ଆବେଦନ କରିଛନ୍ତି। ପୂର୍ବରୁ ସାରଦା ନାୟକଙ୍କ ସତ୍ୟପାଠ ଉପରେ ଆପତ୍ତି ଉଠାଇଥିଲେ ବିଜେପି ନେତା ତଥା ଆଇନଜୀବୀ ପିତାମ୍ବର ଆଚାର୍ୟ୍ୟ | #thequiver #thequivernews #odianews #odishanews #odishapolitics #politicalnews #election2024update #rourkela #cmodisha #mhanmajhi
Read more
Similar videos