Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

Protection of rivers has become required | ବାଟ ଅଛି, ଫିଟାନ୍ତୁ ସରକାର | The Quiver News

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 22, 2024

watchtime

451 Views

ଶୁଖି ଜୀବନ ହରାଇପାରେ ମହାନଦୀ , ଏନେଇ ଚିନ୍ତା ବ୍ୟକ୍ତ କଲେଢ଼ି ବୁଦ୍ଧିଜୀବି । ଖାଲି ମହାନଦୀ ନୁହେଁ ରାଜ୍ୟର ଅନେକ ନଦୀର ଅବସ୍ଥା ଏବେ ଦୟନୀୟ । ଛୋଟ ଛୋଟ ନଦୀ ଗୁଡ଼ିକ ମାରିଯିବାକୁ ବସିଲାଣି କ୍ଷ ଅନେକ ବଡ଼ ନଦୀ ଗୁଡ଼ିକ ର ପାଣି ବହୁଳ ଭାବରେ ପ୍ରଦୂଷିତ କ୍ଷ ନଦୀ ଗୁଡ଼ିକ ଶୋଷଣ, ଅତିକ୍ରମଣ ଓ ପ୍ରଦୂଷଣ ର ଶିକାର ହୋଇ ସେମାନଙ୍କର ଅସ୍ତିତ୍ବ ହରାଇବାକୁ ବସିଲେଣି କ୍ଷ ମାତ୍ର ରାଜ୍ୟରେ ୧୧ ଟି ପ୍ରମୁଖ ନଦୀ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ଶାଖା, ପ୍ରଶାଖା ଓ ଉପନଦୀ ଗୁଡ଼ିକର ହିସାବ ବା ତାଲିକା ସରକାରଙ୍କ ପାଖରେ ନାହିଁ | #thequiver #thequivernews #odianews #odishanews #odishapolitics #polticalnews #samikshya #cyclone #flood

Read more

Similar videos

Star