Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

Babi will be removed from the team | ଦଳରୁ ହଟିବେ ବବି | The Quiver News

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 22, 2024

watchtime

436 Views

ବିଜେଡିର ସଂଗଠନ ସମ୍ପାଦକ ଦରୁ ବବି ଓରଫ ପ୍ରଣବ ପ୍ରକାଶ ଦାସ ହଟିବେ । ତାଙ୍କୁ ହଟାଇ ତାଙ୍କ ସ୍ଥାନରେ ପୁରୁଖା ନେତା ସଞ୍ଜୟ ଦାସବର୍ମାଙ୍କୁ ବସାଇବା ପାଇଁ ଯୋଜନା ଚାଲିଛି । ଏଥିରେ କାଳେ ଅନେକ ବିଧାୟକ ବି ହଁ ମାରିଲେଣି । ହାରିବା କାରଣ ଖୋଜା ବୈଠକ ପରେ ବବିଙ୍କୁ ତଡ଼ିବା ପାଇଁ ଯୋଜନା ହୋଇଛି । ଦଳର ମୁଖିଆ କାଳେ ଏକଥା ଚାହୁଁଛନ୍ତି । ମାତ୍ର ତାଙ୍କୁ ରୋକିଛନ୍ତି ଭିକେ ପାଣ୍ଡିଆନ । ବବି ବିଦା ହେଲେ ଅନେକ ଗୁପ୍ତ ଡିଲ ପଦାକୁ ଆସିଯିବ । ତେଣୁ ଚାଲିଛି ଗୋଳମାଳ । ସେପଟେ ଦଳର ପାୱାରଫୁଲ ଗୋଷ୍ଠୀ ବବିଙ୍କୁ ତଡ଼ିବାକୁ ଜିଦ କଲେଣି । #thequiver #thequivernews #odianews #odishanews #babimishra #election2024update #politicalnews #odishapolitics #cmo,#mohanmajhi #naveenpattnaik

Read more

Similar videos

Star