Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

Postal Inspector and Overseer have been caught by CBI|ସୁଧୁରୁ ନାହାନ୍ତି ସରକାରିଆ ବାବୁ| The Quiver News

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 24, 2024

watchtime

437 Views

ଲାଞ୍ଚ ନେଇ ସିବିଆଇ ଜାଲରେ ଧରା ପଡିଛନ୍ତି ପୋଷ୍ଟାଲ ଇନସପେକ୍ଟର ଓ ଓଭରସିୟର । ମୟୂରଭଞ୍ଜ ଜିଲ୍ଲାର ବଡସାହି ସବଡିଭିଜନ ପୋଷ୍ଟାଲ ଇନସପେକ୍ଟର ଓ ଓଭରସିୟର ଲାଂଚ ନେଉଥିବା ବେଳେ ସିବିଆଇ ହାବୁଡ଼ରେ ପଡିଛନ୍ତି । ଇନକ୍ରିମେଂଟ ବୃଦ୍ଧି କରିବାକୁ ନେଇ ୪୦ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ଇନିସପେକ୍ଟର ରୁବି ଦାସ ଓ ଓଭରସିୟର ସୁଶାନ୍ତ କୁମାର ଦାଶକୁ ସିବିଆଇ ଗିରଫ କରିଛି। ଘଟଣାକୁ ନେଇ ଇନିସପେକ୍ଟରଙ୍କ ଭଡାଘର ଓ ଅଫିସରେ ଭୁବନେଶ୍ୱର ବ୍ରାଞ୍ଚର ଅଫିସରମାନେ ଚଢାଉ କରି ଜରୁରୀ କାଗଜପତ୍ରକୁ ଯାଂଚ କରିଛନ୍ତି । #thequiver #thequivernews #odianews #odishanews #postalinspector #overseer #cbi

Read more

Similar videos

Star