Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

Babi behind the mining scam | ବିଜେଡିର ଖଣିଲୁଟ୍ ପଛରେ ବବି | The Quiver News

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 24, 2024

watchtime

427 Views

ନିଜ ଅଞ୍ଚଳରୁ ବିଜେଡିକୁ ସିଧା ମାଡ଼ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ନବୀନ ସରକାର ସମୟରେ ରାଜ୍ୟର ଖଣି ଲୁଟ୍ ନେଟୱର୍କର ପୋଲ ଖୋଲି ଦେଇଛନ୍ତି। ମୋହନଙ୍କ ଇଙ୍ଗିତ ସିଧା ସଳଖ ଯାଉଛି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଆଡ଼କୁ। ବବି ପୂରା ଖଣି ଦୁର୍ନୀତିର ମୁରବୀ ଥିବା ସେ ଇଙ୍ଗିତ ଦେଇଛନ୍ତି। କେନ୍ଦୁଝରର ଖଣି ଲୁଟ୍କୁ ସେ ବିରୋଧ କରିବାରୁ ବିଜେଡିରେ ନିଜକୁ କ୍ରିତଦାସ କହୁଥିବା ନେତା ହିଁ ମୋହନଙ୍କୁ ଅଫର ଦେଇଥିଲେ। ଏକଥା କହି ସେ ବବିଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇଛନ୍ତି। #thequiver #thequivernews #odianews #odishanews #naveenpattnaik #vkpandian #mohanmajhi #cmodisha #babidas

Read more

Similar videos

Star