The Govt land grabbed by IPS Officers | ହଡ଼ପ କରିଥିଲେ ସରକାରୀ ଜମି | The Quiver News
Show more
TN
The Quiver News
28 subscribers
Uploaded to LYKSTAGE
Jun 24, 2024
424 Views
ପାୱାର ଦେଖାଇ ହଡ଼ପ କରିନେଇଥିଲେ ସରକାରୀ ଜମି। ତାହା ପୁଣି ଗୁଣ୍ଠେ କି ଦୁଇଗୁଣ୍ଡ ନୁହେଁ। ପୂରା ୨୫୦କୋଟିର ସରକାରୀ ଜମି। ସେଥିରେ ବଡ଼ ବଡ଼ ଘର ଏବେ ଛିଡ଼ା ହୋଇଗଲାଣି। ଚଞ୍ଚକତା କରି ଲୁଟ ହୋଇଥିବା ସରକାରୀ ଜମିକୁ ରାଜ୍ୟର ପୂର୍ବତନ ୪ ପୁରୁଖା ଆଇପିଏସ ବାବୁ ନିଜ ପରିବାର ନାମରେ କିଣିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ଡିଜି ସଞ୍ଜୀବ ମାରିକ, ପୂର୍ବତନ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ, ବରିଷ୍ଠ ଅଧିକାରୀ ଶ୍ୟାମସୁନ୍ଦର ହାଁସଦା ଓ ନାଗେଶ୍ୱର ରାଓ ରହିଛନ୍ତି। କେବେ ଏହି ଜମି ଦୁର୍ନୀତି ନୁହେଁ, ଆହୁରି ୮ଜଣ ଆଇପିଏସ ଓ ଆଇଏଏସଙ୍କ ନାମରେ ବି ବେଆଇନ ଜମି ରହିଛି। #odianews #odishanews #odishapolitics #politicalupdates #mohanmajhi #cmodisha #cmo #ipsofficer
Read more
Similar videos