Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

Manas is getting away from Naveen | ଆଗରୁ ପାଖରେ, ଆଗକୁ... | The Quiver News

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 24, 2024

watchtime

439 Views

ପାୱାର ଦେଖାଇ ହଡ଼ପ କରିନେଇଥିଲେ ସରକାରୀ ଜମି। ତାହା ପୁଣି ଗୁଣ୍ଠେ କି ଦୁଇଗୁଣ୍ଡ ନୁହେଁ। ପୂରା ୨୫୦କୋଟିର ସରକାରୀ ଜମି। ସେଥିରେ ବଡ଼ ବଡ଼ ଘର ଏବେ ଛିଡ଼ା ହୋଇଗଲାଣି। ଚଞ୍ଚକତା କରି ଲୁଟ ହୋଇଥିବା ସରକାରୀ ଜମିକୁ ରାଜ୍ୟର ପୂର୍ବତନ ୪ ପୁରୁଖା ଆଇପିଏସ ବାବୁ ନିଜ ପରିବାର ନାମରେ କିଣିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ଡିଜି ସଞ୍ଜୀବ ମାରିକ, ପୂର୍ବତନ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ, ବରିଷ୍ଠ ଅଧିକାରୀ ଶ୍ୟାମସୁନ୍ଦର ହାଁସଦା ଓ ନାଗେଶ୍ୱର ରାଓ ରହିଛନ୍ତି। କେବେ ଏହି ଜମି ଦୁର୍ନୀତି ନୁହେଁ, ଆହୁରି ୮ଜଣ ଆଇପିଏସ ଓ ଆଇଏଏସଙ୍କ ନାମରେ ବି ବେଆଇନ ଜମି ରହିଛି। #thequiver #thequivernews #odianews #odishanews #election2024update #ipsofficer #4officers #mining #kendujhar #mohanmajhi

Read more

Similar videos

Star