Security for People or Business | ଲୋକଙ୍କ ପାଇଁ ନା ବ୍ୟବସାୟର ସୁରକ୍ଷା | The Quiver News
Show more
TN
The Quiver News
28 subscribers
Uploaded to LYKSTAGE
Jun 25, 2024
462 Views
ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ ଦିନକୁ ଦିନ ବିବାଦୀୟ ହେଉଛନ୍ତି। ନିର୍ବାଚନରେ ହାରିଲେ। କ୍ଷମତା ଗଲା। ବର୍ଷବର୍ଷରୁ ଉପଭୋଗ କରୁଥିବା ରାଜକ୍ଷମତା ହଠାତ ଚାଲିଯିବାରୁ ସେ କାଳେ ବରଦାସ୍ତ କରିପାରୁ ନାହାନ୍ତି। କ୍ଷମତା ଯିବା ପରେ ଏବେ ଘାରିଲାଣି ବେପାର ସୁରକ୍ଷା ଚିନ୍ତା। କ୍ଷମତା ଯିବା ପରେ ତାଙ୍କ ପରିବାରର ଥିବା କୋଇଲା ବେପାର, ଟ୍ରାନ୍ସପୋର୍ଟ ବେପାର, ଜମି ବେପାର ଭବିଷ୍ୟତ ନେଇ ଆଶଙ୍କାରେ ଦିପାଳୀ ଓ ତାଙ୍କ ଭାଇ ବିଶାଲ ଦାସ। #thequiver #thequivernews #odianews #odishanews #odishapolitics #odishaupdates #election2024update #electioninodisha #dipalidas #bussiness #publicreaction
Read more
Similar videos