Deer hunting is on rise| Forest Dept. failed to protect|ସୁରକ୍ଷା ଦେବାରେ ବିଫଳ ବନ ବିଭାଗ|The Quiver News
Show more
TN
The Quiver News
28 subscribers
Uploaded to LYKSTAGE
Jun 26, 2024
453 Views
ପାଣି ପିଇବାକୁ ଆସିଥିବା ହରିଣକୁ ଦେଖି ଲୋଭ ସମ୍ଭାଳି ପାରିଲାନି ମଣିଷ ସମାଜ । ହରିଣ ମାଂସ ଲୋଭରେ ତିର ମାରି ମାରିଦେଲେ ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରେ ବନ ବିଭାଗ ତତ୍ପରତାତ ଦେଖାଇଛି , କିନ୍ତୁ ମୃତ ହରିଣ ଓ ମୁଖ୍ୟ ଅଭିଯୁକ୍ତର ଏଜାଏ ଟେର ପାଇନି ବିଭାଗ । #thequiver #thequivernews #odianews #odishanews #deerhunting #deerhuntingrise #people #forestdepartment
Read more
Similar videos