Mohan Govt. conflict over drug prevention | ବନ୍ଦ କରିବେ ନା କଣ କରିବେ ? | The Quiver News
Show more
TN
The Quiver News
28 subscribers
Uploaded to LYKSTAGE
Jun 26, 2024
446 Views
ଆଜି ବିଶ୍ୱ ଡ୍ରଗ ବିରୋଧ ଦିବସରେ ବେସ କିଛି କହିଛନ୍ତି ମୋହନ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସାମାଜିକ ସୁରକ୍ଷା ପ୍ରଭାବିତ ହେଲାଣି ନିଶା ସେବନ ପାଇଁ । ନିଶା ସେବନ ବଢୁଥିବାରୁ ସାମାଜିକ ସୁରକ୍ଷା ବିପଦରେ ପଡିଛି ତେଣୁ ନିଶା ସେବନକୁ କମ୍ କରାଯିବ । ହେଲେ କମ୍ କେମିତି କରାଯିବ ତାର ରାସ୍ତା ସେ କହି ପାରିନାହାନ୍ତି । #thequiver #thequivernews #odishanews #odishapolitics #politicalnews #bjpodisha #mohanmajhi #cmodisha #drugs #alcohol #nityanandaganda
Read more
Similar videos