The police abused the woman | ମହିଳାଙ୍କୁ ଘୋସାଡିଲେ ଖାକି ବାବୁ | The Quiver News
Show more
TN
The Quiver News
28 subscribers
Uploaded to LYKSTAGE
Jun 26, 2024
435 Views
ଚାନ୍ଦବାଲି ପୋଲିସ କୋଉ ଗୁଣ୍ଡା ଠାରୁ କମ୍ କି ? ଅସାମାଜିକ ବ୍ୟକ୍ତି ବି ହାର ମାନିବେ ଚାନ୍ଦବାଲି ପୋଲିସ ଆଗରେ । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୋଲିସ ବିଭାଗକୁ ତାଗିଦ କରିଥିଲେ ଲୋକଙ୍କୁ ଥାନାରେ ଭଲ ବ୍ୟବହାର କରିବା ସହ ସେମାନଙ୍କ ପାଇଁ କାମ କରିବାକୁ । ହେଲେ ପୋଲିସର ବିଜେଡି ହ୍ୟାଙ୍ଗଓଭର ଏଜାଏ ଛାଡି ଥିଲେ ତ । #thequiver #thequivernews #odianews #odishanews #odishapolitics #odishapolice #police #odishapolitics
Read more
Similar videos