Many secrets are hidden behind Babi | ଚେର ଖୋଳିଲେ ବାହାରିବ ଅନେକ ରହସ୍ୟ | The Quiver News
Show more
TN
The Quiver News
28 subscribers
Uploaded to LYKSTAGE
Jun 26, 2024
448 Views
ରାଜ୍ୟର ଖଣି, ବାଲି, ପଥର, ଜମି ବେପାରରେ ବବିଙ୍କ ଲିଙ୍କ ଥିବା କୁହାଯାଉଛି। କେବଳ ସେତିକି ନୁହେଁ, ବବିଙ୍କର କାଳେ ଅଳିଆ ବେପାରରେ ବି ହାତ ରହିଛି। ରାଜ୍ୟର ବାୟୋମେଡିକାଲ ୱେଷ୍ଟ ପ୍ରକ୍ରିୟାକରଣ ବେପାରରେ ତାଙ୍କର ଲିଙ୍କ ଥିବା କୁହାଯାଉଛି। କିଛି ନିର୍ଦ୍ଧିଷ୍ଟ ଶିଳ୍ପପତିଙ୍କ ମାଧ୍ୟମରେ ବାୟୋ ମେଡିକାଲ ୱେଷ୍ଟ ପ୍ରକ୍ରିୟାକରଣ ନାମରେ କୋଟି କୋଟିର ଲାଭ ଖାଉଛନ୍ତି। ଏକାଧିକ ୱେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ଅଚଳ ରହିଛି। ତଥାପୀ ହସ୍ପିଟାଲ ଗୁଡ଼ିକରୁ କୋଟି କୋଟିର ଚାନ୍ଦା ଆସୁଛି। #thequiver #thequivernews #odianews #odishanews #odishapolitics #politicalnews #odishapolitics #babidas #govtquarter
Read more
Similar videos