Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

The Under-Ground House will be Investigated | ବବିଙ୍କୁ ଝଟକା , ଘର ଭଙ୍ଗାଯିବନି | The Quiver News

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 26, 2024

watchtime

425 Views

ବିଜେଡିର ସଂଗଠନ ସମ୍ପାଦକ ତଥା ଭିକେ ପାଣ୍ଡିଆନଙ୍କ ଅନ୍ତରଙ୍ଗ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ଝଟକା ଦେଇଛି ଜିଏ ବିଭାଗ। ସେ ତାଙ୍କ ସରକାରୀ ବାସଭବନ ପରିସରରେ କରିଥିବା ବେଆଇନ ସୁରମ୍ୟ ପ୍ରସାଦକୁ ଭାଙ୍ଗି ପାରିବେ ନାହିଁ ବୋଲି କହିଛି। କେବଳ ସେତିକି ନୁହେଁ, ସେହି ବେଆଇନ ସୁରମ୍ୟ ପ୍ରାସାଦ ମଧ୍ୟରେ ନିର୍ମାଣ ହୋଇଥିବା ଭୂତଳ ଘର ବା ଅଣ୍ଡରଗ୍ରାଉଣ୍ଡର ତଦନ୍ତ କରାଯିବ। #thequiver #thequivernews #odishanews #odishanews #odishapolitics #politcalnews #politicalupdates #election2024update #electioninodisha #babidas #govtquarter #fraudcase #vkpandian #naveenpattnaik

Read more

Similar videos

Star