Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

Manoj in CM'S team | ପ୍ରଦୀପଙ୍କ କାର୍ୟ୍ୟକାଳ ବଢ଼ାଇବାକୁ ସୁପାରିଶ | The Quiver News

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 26, 2024

watchtime

428 Views

ନୂଆ ସରକାର ଆସିବା ପରେ ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ଆଶା କରାଯାଉଛି। କିଛି କିଛି ବଦଳିଲାଣି। ମାତ୍ର ଆଜି ବି ଅନେକ ସ୍ଥାନରେ ଗାଦି ମାଡ଼ି ବସିଛନ୍ତି ନବୀନଙ୍କ ବିଶ୍ୱସ୍ତ ଗୁମସ୍ଥାମାନେ। ସିଏମଓର ପୂରା ଟିମ୍ ବଦଳାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଉପରୁ ନିର୍ଦ୍ଦେଶ ଆସିଛି। ଏବେ କିଛି ନୂଆ ଅଫିସରଙ୍କୁ ନିଯୁକ୍ତି ଦିଆଗଲାଣି। ହେଲେ ମୋହନଙ୍କ ଅଫିସରୀ ଟିମ୍ର ଲିଡର କିଏ ହେବ ତାହା ସ୍ପଷ୍ଟ ହୋଇ ନାହିଁ। #thequiver #thequivernews #odianews #odishanews #odisha #politcalnews #politicalupdates #odishapolitics #politicalupdates #mohanmajhi #cmodisha #manojdey

Read more

Similar videos

Star