Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

ବିରୋଧ ପାଇଁ ବି କୁନ୍ଥ | The Quiver News

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 27, 2024

watchtime

452 Views

ମୁହଁ ଇସ୍ପାତ, ଆଉ ପଛ ସନିପାତ। ଏହା ହେଉଛି ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥିତି। ପାର୍ଲାମେଣ୍ଟରେ ଦଳର ଆଭିମୁଖ୍ୟ ନେଇ ଆଗରେ ଯେତେ ବଡ଼ ବଡ଼ କଥା କୁହନ୍ତୁ ପଛେ ଭିତରେ ଥରହର ହେଉଛନ୍ତି। ନବୀନଙ୍କ କଥାକୁ ଦେଖି ଦଳର ନେତା ମାନେ ବିଜେପିକୁ ବିରୋଧ ତ କରୁଛନ୍ତି, ହେଲେ ପାଟିରୁ କାହା ନାଁ ବାହାରୁନାହିଁ। ଥଙ୍ଗ ଥଙ୍ଗ ହେଉଛନ୍ତ। ଯାହା ସ୍ପଷ୍ଟ କରୁଛି ବିଜେପି ବିରୋଧରେ ବିଜେଡିର ଆଭିମୁଖ୍ୟ ନେଇ ବିଜେଡି ନେତାମାନେ କେତେ ଭୟଭୀତ ହୋଇ ରହିଛନ୍ତି। #thequiver #thequivernews #odianews #odishanews #odishapolitics #politicalupdates #odishapolitics #bjpodisha #naveenpattnaik #parliamentsession #bjd #bjp

Read more

Similar videos

Star