Achyuta showed the power of money | ଜବରଦସ୍ତ ଗର୍ଭଗୃହକୁ ପଶିଲେ | The Quiver News
Show more
TN
The Quiver News
28 subscribers
Uploaded to LYKSTAGE
Jun 29, 2024
459 Views
ବିଜେଡିର ପୂର୍ବତନ ଏମପି ତଥା ଶିକ୍ଷା ବ୍ୟବସାୟୀ ଅଚ୍ୟୁତ ସାମନ୍ତ ଦେଖାଇଛନ୍ତି ତାଙ୍କର ଟଙ୍କାର ବଳ। ତାଙ୍କ ଟଙ୍କା ପ୍ରଭାବରେ ଭଗବାନଙ୍କୁ ବି ପଛକୁ କରିଦେଉଛନ୍ତି। ହାଇକୋର୍ଟଙ୍କ ବାରଣ ଓ ସବୁ ନିୟମ କାନୁନ୍କୁ ଉଲ୍ଲଙ୍ଘନ କରି ଅଚ୍ୟୁତ ଗର୍ଭଗୃହକୁ ପଶି ଦର୍ଶନ କରିଥିଲେ। ଟଙ୍କା ବଳରେ ବଳିଆନ ଅଚ୍ୟୁତଙ୍କ ଆଗରେ ଲାଞ୍ଜ ହଲାଉଥିବା ବ୍ରହ୍ମଗିରି ତହସିଲଦାର ତଥା ଅଲାରନାଥ ଟ୍ରଷ୍ଟବୋର୍ଡର ପରିଚାଳକ ସବୁ ଜାଣି ବି ଚୁପ ବସିଛନ୍ତି। ପଚାରିଲେ ମୁଁ କିଛି କହିବି ନାହିଁ, ଯାହା କରିବା କଥା କର ବୋଲି କହିଛନ୍ତି। #thequiver #thequivernews #odianews #odishanews #odishapolitics #politicalnews #politicalupdates #mla #bjp #bjdodisha #bjdodisha #mla
Read more
Similar videos