Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

Dharmendra's opponents are raising their voices in Odisha | ବିରୋଧୀଙ୍କ ନିଦ ଭାଙ୍ଗିଲା | The Quiver News

Show more

The Quiver News  verified-tag

28 subscribers

Uploaded to LYKSTAGE


Jun 29, 2024

watchtime

464 Views

ଓଡ଼ିଶାରେ ଜୋର ହେଲାଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ସ୍ୱର। କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ତ କହୁଥିଲେ। ଏବେ ବିଜେଡି ବି ଡେଇଁଲାଣି। ପାର୍ଲାମଣ୍ଟେର ରାଜ୍ୟସଭାରେ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଗୃହର ମଧ୍ୟଭାଗକୁ ଯାଇ ନେଟ୍ ପରୀକ୍ଷା ବିଭ୍ରାଟକୁ ବିରୋଧ କରିଥିଲେ। କେବଳ ସେତିକି ନୁହେଁ, ଆଜି ଓଡ଼ିଶା ରାଜଭବନ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ଧାରଣା ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ନେଟ୍ ବିରୋଧରେ ସ୍ୱର ବଳିଷ୍ଠ ହେଉଥିବା ବେଳେ ଓଡ଼ିଶାରେ ବିରୋଧୀ ଚୁପ୍ ଥିଲେ। #thequiver #thequivernews #odianews #odishanews #odishapolitics #odisha #dharmendrapradhan #cmodisha #mohanmajhi #cmmohanmajhi #naveenpattnaik #vkpandian

Read more

Similar videos

Star