Sign in to like videos,
subscribe, and earn!


Languages

No language preferences


Interests

No interest preferences


How earnings work →

Got more questions? View FAQs

© 2026 LYKSTAGE

Interesting fact behind Rathayatra | ନାରଦଙ୍କ ପରାମର୍ଶରେ ହୋଇଥିଲା ନିର୍ମାଣ | The Quiver News

Show more

The Quiver News  verified-tag

28 subscribers

Uploaded to LYKSTAGE


Jul 7, 2024

watchtime

429 Views

#ନାରଦଙ୍କ_ପରାମର୍ଶରେ_ହୋଇଥିଲା_ନିର୍ମାଣ ଶ୍ରୀମନ୍ଦିରର ପଶ୍ଚିମ ପାଖରେ ରାଜା ଇନ୍ଦ୍ରଦ୍ୟୁମ୍ନ ତିଆରି କରିଥିଲେ ସ୍ୱର୍ଣ୍ଣପୁରୀ। ସେହି ସ୍ୱର୍ଣ୍ଣପୁରୀର ଏକ ବେଦୀ ଉପରେ ତିଆରି ହୋଇଥିଲା ତିନି ରଥ। କାଠି ମାପରେ ତିଆରି ହୋଇଥିବା ରଥ ସ୍ୱର୍ଣ୍ଣାଦି ଅଳଙ୍କାରରେ ନିର୍ମାଣ କରାଯାଇଥିଲା। ରଥର ଚକ ଗୁଡ଼ିକ ଲୁହା ଓ ସୁନାରେ ତିଆରି ହୋଇଥିଲା। ସେଥିରେ ସୁରମ୍ୟ ବସ୍ତ୍ର ସଂଯୋଗ କରି ରଥ ତିଆରି ସମ୍ପୂର୍ଣ୍ଣ କରାଯାଇଥିଲା। ସେହି ରଥରେ ରଥାରୂଢ଼ ହୋଇ ତିନି ଠାକୁର ଯାତ୍ରା କରିଥିଲେ।

Read more

Similar videos

Star