Shiba He | Studio Version Song | Satya Shiba Sundara | Ira Mohanty | Suresh Panda | Sun Music Bhajan
Show more
Sun Music Bhajan
140 subscribers
Uploaded to LYKSTAGE
Nov 12, 2024
142 Views
#SunMusicBhajan #SureshPanda #SrikantGautamHits Sun Music Bhajan ପ୍ରସ୍ତୁତ କରୁଛି "ସତ୍ୟ ଶିବ ସୁନ୍ଦର" ଆଲବମର ଏକ ସୁନ୍ଦର ଓଡ଼ିଆ ଶିବଙ୍କର ଭଜନ "ଶିବ ହେ" । ଏହି ଭଜନଟିକୁ ଗାଇଛନ୍ତି ସୁପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ଇରା ମହାନ୍ତି, ଗୀତ ରଚନା ଏବଂ ସଂଗୀତରେ ସଜେଇଛନ୍ତି ସୁରେଶ ପଣ୍ଡା, ଗୀତଟିରେ ଅଭିନୟ କରିଛନ୍ତି ନିତୁ ସିଂ ଓ ସାଥି, ଏହାର ନିର୍ଦ୍ଧେଶନା କରିଛନ୍ତି ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ । ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଭଜନ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ । ► Please Like, Share, Comment & Don't Forget To Subscribe Our Channel Sun Music Bhajan. ► Video Credits ♫ Album Name: Satya Shiva Sundara ♫ Song Name: Shiva He ♫ Singer: Ira Mohanty ♫ Lyrics: Suresh Panda ♫ Music Director: Suresh Panda ♫ Producer: Srikant Gautam ♫ Edited By: Anuprava@Pritiranjan ♫ DOP: Bapi@96 ♫ Production House: Sun Music
Read more
Similar videos