Bolbam Lagadam ll ବୋଲବମ ଲଗାଦମ ll Abhijit Majumdar ll Kaudi Bhajan ll Bolbam Song ll Srikant Gautam
Show more
Sun Music Bhajan
140 subscribers
Uploaded to LYKSTAGE
Nov 12, 2024
134 Views
#SrikantGautam #abhijitmajumdar #bolbam Sun Music Bhajan ପ୍ରସ୍ତୁତ କରୁଛି ଏକ ସୁନ୍ଦର ଭଜନ "ବୋଲବମ ଲଗାଦମ" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ , ସଂଗୀତରେ ସଜେଇଛନ୍ତି ସାରଦା ପ୍ରସନ୍ନ ସାହୁ ଓ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ । ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଭଜନ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ । ► Please Like, Share, Comment & Don't Forget To Subscribe Our Channel Sun Music Bhajan. ► Video Credits ♫ Song Name: Bolbam Lagadam ( ବୋଲବମ ଲଗାଦମ ) ♫ Singer: Abhijit Majumdar ♫ Lyrics: Srikant Gautam ♫ Music Director: Sarada Prasanna Sahoo ♫ Recording & Mixing: Seshdev (Sun Studio) ♫ Production House: Sun Music ♫ Produced By: Srikant Gautam
Read more
Similar videos